ଅଣ୍ଡର-୧୯ ମହିଳା ଟି୨୦ ବିଶ୍ଵକପ ଜିତିଲା ଭାରତ

କ୍ୱାଲାଲୁମ୍ପୁର, ୨।୨(ଏଜେନ୍ସି): ଅଣ୍ଡର- ୧୯ ମହିଳା ଟି୨୦ ବିଶ୍ଵକପ ଚାମ୍ପିୟନ ହୋଇଛି ଭାରତ | ଭାରତୀୟ ଦଳ କ୍ରମାଗତ ଦ୍ଵିତୀୟଥର ପାଇଁ ଟି୨୦ ବିଶ୍ଵକପ ଟାଇଟଲ ଜିତିଛି। ଏହି ଟୁର୍ଣ୍ଣାମେଣ୍ଟ ୨୦୨୩ରେ ଆରମ୍ଭ ହୋଇଥିଲା ଏବଂ ଭାରତୀୟ ଦଳ ପ୍ରଥମ ମ୍ୟାଚରେ ଜିତିଥିଲା। ଶେଫାଳି ବର୍ମା ସେତେବେଳେ ଟିମ୍ ଇଣ୍ଡିଆର ଅଧୂନାୟକ ଥିଲେ। ଏବେ ଦୁଇ ବର୍ଷ ପରେ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସଂସ୍କରଣରେ ନିକ୍କି ପ୍ରସାଦଙ୍କ ଅଧିନାୟକତ୍ୱରେ ଭାରତୀୟ ଅଣ୍ଡର-୧୯ ମହିଳା ଦଳ ବ୍ୟାକ୍ ଟୁ ବ୍ୟାକ୍…

Read More